ଶ୍ରୀମଦ୍ ଭଗବଦ୍ ଗୀତ | Bhagavad Gita PDF In Odia

Bhagavad Gita Odia Book PDF Free Download

ଶ୍ରୀ ପରମାତ୍ମନେ ନମଃ ୟଥାର୍ଥ ଗୀତା

(ଶ୍ରୀମଦ୍ ଭଗବଦ୍ ଗୀତ) ଅଥ ପ୍ରଥମୋ ଽଧ୍ୟାୟଃ

ଧୃତରାଷ୍ଟ୍ର ଉବାଚ

ଧର୍ମ କ୍ଷେତ୍ରେ କୁରୁକ୍ଷେତ୍ରେ ସମବେତା ଯୁଯୁତ୍ସବୀ ।

ମାମକା ପାଣ୍ଡବାର୍ଷିବ କିମକୁର୍ବତ ସଂଜୟ ॥ ଧୃତରାଷ୍ଟ୍ର ପଚାରିଲେ – ହେ ସଂଜୟ ! ଧର୍ମକ୍ଷେତ୍ର କୁରୁକ୍ଷେତ୍ରରେ ଏକତ୍ର ଯୁଢେରିବା ଇଚ୍ଛାନେଲ ଉପସ୍ଥିତ ଥିବା ମୋର ଏବଂ ପାର୍ଶ୍ଵଙ୍କ ପୁତ୍ରମାନେ କ’ଣ କଲେ ?

ଅଜ୍ଞାନରୂପୀ ଧୃତରାଷ୍ଟ୍ର ଏବଂ ସଂଯମରୂପୀ ସଂଜୟ । ଅଜ୍ଞାନ ମନର ଅନ୍ତରାନରେ ରହିଥାଏ । ଅଜ୍ଞାନ ଦ୍ବାରା ଆବୃତ ମନ ଧୃତରାଷ୍ଟ୍ର ଜନ୍ମାନ୍ଧ । କିନ୍ତୁ ସଂସମରୂପୀ ସଂଜୟକ ମାଧ୍ୟମରେ ସେ ଦେଖୁଥାଏ ଏବଂ ଶୁଣୁଥାଏ ।

ସେ ଜାଣିଥାଏ ଯେ, ପରମାତ୍ମା ହିଁ ସତ୍ୟ କିନ୍ତୁ ଯେଉଁ ପର୍ଯ୍ୟନ୍ତ ଏହାଠାରୁ ଉତ୍ପନ୍ନ ମୋହରୂପୀ ଦୁର୍ଯ୍ୟୋଧନ ଜୀବିତ ଅଛି, ଏହାଙ୍କ ଦୃଷ୍ଟି ସବ ଜୌବକମାନଙ୍କ ଉପରେ ହିଁ ରହିଥାଏ, । ଅର୍ଥାତ୍ ବିଚାରମାନଙ୍କ ଉପରେ ହିଁ ରହିଥାଏ ।

ଶରୀର ଏକ କ୍ଷେତ୍ର ଅଟେ । ଯେତେବେଳେ ବଦମଦେଶରେ ଦେବୀ ସଂପଦର ବୃଦ୍ଧି ଘଟେ, ସେତେବେଳେ ଏହି ଶରୀର ଧମକ୍ଷେତ୍ର ହୋଇଯାଏ । ଯଦି ଏଥିରେ ଆସୁରୀ ସମ୍ପତି ବଢିଯାଏ ତେବେ ଏହା ଦୁରୁକ୍ଷେତ୍ର ହୋଇଯାଏ ।

କୁରୁ ଶବ୍ଦର ଅର୍ଥ ହେଉଛି କର ଏହି ଜେ ଆଦେଶାସନ ଶ୍ରୀକୃଷ୍ଣ କହୁଛନ୍ତି – ପବିତ୍ର ଉତ୍ପନ୍ନ ତିନିଗୁଣ ଦ୍ଵାରା ପରବଣ ହୋଇ ମନୁଷ୍ୟ କର୍ମ କରିଥାଏ । ସେ କ୍ଷଣମାତ୍ର କର୍ମ ନକରି ରହିପାରେ ନାହିଁ ।

ମୁ ତାହା ଦୂର ଅବଶ୍ୟ କର୍ମମାନ କରାଇନିଏ । ଶୋଇଗଲେ ମଧ୍ୟ କର୍ମ ବନ୍ଦ ହୁଏ ନାହିଁ, ନିଦ୍ରା ମଧ୍ୟ ସୁସ୍ଥ ଶରୀର ପାଇଁ ଆବଶ୍ୟକ ଲୋଚନା ହୋଇଥାଏ । ଜଳରଣ ଅନଶକ ଦେବତା ଏକ କୀଟ ପଟେ ପର୍ଯ୍ୟନ୍ତ ବିଭିନ୍ନ ଯୋନି ରେ ଭ୍ରମଣ କରାଏ ।

ଯେତେବେନ ଯାଏଁ ପ୍ରଭୃତି ଏବଂ ପ୍ରକୃତିରୁ ଜପୁଛ ଗୁଣ ସମୂଳ ଜୀବିତ ଅଛତି, ସେତେବେଳ ଯାଏଁ ‘କୁରୁ’ ଲାଗିକରିଅ । ଅତଏକ ଜନ୍ମ-ମୃତ୍ୟୁ ରୂପୀ କ୍ଷେତ୍ର, ବିଳାର ସମୃଦ୍ଧ କ୍ଷେତ୍ର ହିଁ ଜୁରୁକ୍ଷେତ୍ର ଏବଂ ପର ଧର୍ମ ପରମାତ୍ମାରେ ପ୍ରବେଶ କରାଇଥିବା

ପୁଣ୍ୟମୟୀ ପ୍ରବୃଦ୍ଧି ଅର୍ଥାତ୍ ପାଣ୍ଡବମାନଙ୍କ କ୍ଷେତ୍ର ହିଁ ଧର୍ମକ୍ଷେତ୍ର । ପୁରାତତ୍ତ୍ୱବିତ୍ରମାନେ ପଞ୍ଜାବରେ, କାଶୀ-ପ୍ରୟାର ମଧ୍ୟରେ ତଥା । ଅନେକାନେକ ସ୍ଥଳରେ କୁରୁକ୍ଷେତ୍ରର ଅନୁସନ୍ଧାନ କରିବାପାଇଁ ପ୍ରୟାସ କରିବାରିଛନ୍ତି ।

କିନ୍ତୁ ଗୀତାକାର ଶ୍ରୀକୃଷ୍ଣ ସ୍ବୟଂ କରିଛନ୍ତି ଯେ ଯେଉଁ କ୍ଷେତ୍ରରେ ଏହି ଯୁଦ୍ଧ ହୋଇଥୁଲା ତାହା କେଉଁଠି ? ଲବଂ ଶରୀର କୌକେୟ ରେକ୍ଷକ୍ରମିତ୍ୟଭିଧପଡେ । (ଗୀତା ୧୩/୧) ଅର୍ଥାତ୍, ହେ ଅର୍ଜୁନ !

ଏହି ଶରୀର ହିଁ କ୍ଷେତ୍ର ଅଟେ ଏବଂ ଯେଉଁ ବ୍ୟକ୍ତି ଏହାକୁ ଜାଣିଥାଏ, ଏହାର ପାର ପାଇଯାଏ, ସେ ହିଁ କ୍ଷେତ୍ରଜ୍ଞ । ଆଗକୁ ସେ କ୍ଷେତ୍ରର ବିସ୍ତାର ପୂର୍ବକ ବର୍ଷନା କରିଛନ୍ତି ଯେଉଁଥିରେ ଦଶ ଇନ୍ଦ୍ରିୟ, ମନ, ବୁଦ୍ଧି, ଅହଂକାର, ପାୱବିକାର ଏବଂ ତିନିଗୁଣର ବର୍ଣ୍ଣନ ରହିଛି ।

ଶରୀର ହିଁ କ୍ଷେତ୍ର ଅଟେ । ଏହା ଏକ ଆଖଡା । ଏଥିରେ ଲଢୁଥିବା ପ୍ରବଲି ଦୁଇଟି- ଦେଖ ସଂପଦ ଏବଂ ଆସୁରୀ ସଂପଦ । ପାଣ୍ଡୁଙ୍କ ସନ୍ତାନ ଏବଂ ଧୃତରାଷ୍ଟ୍ରଙ୍କ ସନ୍ତାନ । ସଜାତୀୟ ଓ ବିଜାତୀୟ ପ୍ରବୃତ୍ତି ।

ଅନୁଭବୀ ମହାପୁରୁଷଳ ଶରଣରେ ଯିବା ଦ୍ବାରା ଏହି ଦୁଇ ପ୍ରବଙ୍କ ମଧ୍ୟରେ ସଂଘର୍ଷର ସୂତ୍ରପାତ ହୋଇଥାଏ । ଏହି କ୍ଷେତ୍ର ଓ କ୍ଷେତ୍ରର ସଂଘର୍ଷ ଏବଂ ଏହାହିଁ ବାସ୍ତବିକ ଯୁଦ୍ଧ ।

ବିଶ୍ବଯୁଦ୍ଧ ମାନଙ୍କରେ ଇତିହାସ ଭରି ରହିଛି । କିନ୍ତୁ ସେରେ ବିଜୟଲାଭ କରିଥିବା ବ୍ୟକ୍ତିଙ୍କୁ ମଧ୍ୟ ଶାଶ୍ୱତ ବିଜୟ ମିଳିନଥାଏ । ଏହାଡ ପରସ୍ପରଙ୍କ ମଧ୍ୟରେ ପ୍ରତିଶୋଧ ମାତ୍ର ।

ପ୍ରକୃତିକୁ ସର୍ବଥା ଶମନ କରି ପ୍ରକୃତିର ଇଷ୍ଟରେ ସେହି ସଭ୍ୟଙ୍କ ଦିଗ୍‌ଦର୍ଶନ କରିବା ଏବଂ ସେଥୁରେ ପ୍ରବେଶ ପାଇବା ହିଁ ବାସ୍ତବିକ ବିଜୟ । ଏହା ଏପରି ଏକ ବିଜୟ ଯାହାର ପଶ୍ଚାତରେ ପରାଜୟ ନଥାଏ । ଏହାହିଁ ମୁକ୍ତି । ଯାହା ପଛରେ ଜନ୍ମ–ମୃତ୍ୟୁ ବନ୍ଧନ

ଗୀତା କୌଣସି ବିଶିଷ୍ଟ ବ୍ୟକ୍ତି, ଜାତି, ବର୍ଗ, ପନ୍ଥ, ଦେଶ, କାଳ ଏବଂ କୌଣସି ରୂଢିଗ୍ରସ୍ତ ସମ୍ପ୍ରଦାୟର ଗ୍ରନ୍ଥ ନୁହେଁ ବରଂ ଏହା ସାର୍ବଲୌକିକ, ସାର୍ବକାଳୀନ ଧର୍ମଗ୍ରନ୍ଥ ଅଟେ । ଏହା ପ୍ରତ୍ୟେକ ଦେଶ, ଜାତି, ସ୍ତର, ସ୍ତ୍ରୀ ଓ ପୁରଷ ସମସ୍ତଙ୍କ ନିମନ୍ତେ ଉଦ୍ଦିଷ୍ଟ । କେବଳ ଅନ୍ୟଠାରୁ ଶୁଣି କିମ୍ବା କାହା

ଦ୍ଵାରା ପ୍ରଭାବିତ ହୋଇ ମନୁଷ୍ୟକୁ ଏପରି ନିର୍ଣ୍ଣୟ ନେବା ଅନୁଚିତ, ଯାହାର ପ୍ରଭାବ ସିଧା ସଳଖ ନିଜର ଅସ୍ତିତ୍ଵ ଉପରେ ପଡ଼ିଥାଏ । ପୂର୍ବାହଗ୍ରହର ଭାବନାରୁ ମୁକ୍ତ ହୋଇ ସତ୍ୟାନ୍ବେଷୀ ମାନଙ୍କ ନିମନ୍ତେ ଏହି ଆର୍ଷଗ୍ରନ୍ଥ ଆଲୋକସ୍ତମ୍ଭ ଅଟେ । ହିନ୍ଦୁମାନଙ୍କର ଆଗ୍ରହ ରହିଛି ଯେ, ବେଦ ହିଁ ପ୍ରମାଣ ଅଟେ ।

ବେଦର ଅର୍ଥ ହେଉଛି ଜ୍ଞାନ, ପରମାତ୍ମାଙ୍କ ଜାନକାରୀ । ପରମାତ୍ମା ନ ସଂସ୍କୃତ ଭାଷାରେ ନା ସଂହିତା ମଧ୍ୟରେ ରହିଛନ୍ତି । ପୁସ୍ତକ ତ ତାହାଙ୍କ ସଙ୍କେତ ମାତ୍ର ବସ୍ତୁତଃ ସେ ହୃଦୟରେ ହିଁ ଜାଗ୍ରତ ହୋଇଥାନ୍ତି ।

AuthorMahrshi Vedvyasa
Language Odia
No. of Pages437
PDF Size3.5 MB
CategoryReligious

Bhagavad Gita Odia Language Book PDF Free Download

Leave a Comment

Your email address will not be published.